ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଶ୍ବକପ୍ ବିଜୟ

ଦୁବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ମହାମୁକାବିଲାରେ ପାକିସ୍ତାନ ଠାରୁ ଭାରତ ଗତକାଲି ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏହାସହିତ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ବିଶ୍ବକପ୍ ରେକର୍ଡ ଅତି ଦୟନୀୟ ଭାବେ ଭାଙ୍ଗିଛି। ଭାରତକୁ ୧୦ ୱିକେଟ୍‌ରେ ହରାଇ ପାକିସ୍ତାନ ବିଜୟ ହାସଲ କରିଛି। କୌଣସି ବିଶ୍ବକପ୍‌ରେ ମଧ୍ୟ ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ପ୍ରଥମ ବିଜୟ। ଏହାପୂର୍ବରୁ ଏକଦିବସୀୟ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ … Continue reading ଭାରତ ବିପକ୍ଷରେ ପାକିସ୍ତାନର ପ୍ରଥମ ବିଶ୍ବକପ୍ ବିଜୟ